অর্থ : ଏକ ପ୍ରକାର ଆମ୍ବ
							উদাহরণ : 
							ନୀଲମ ତଥା ଦଶହରୀର ମିଶ୍ରଣରେ ପ୍ରାପ୍ତ ଏକ ଶଙ୍କରଜାତୀୟ ଆମ୍ବ ହେଉଛି ମଲ୍ଲିକା ଆମ୍ବ
							
সমার্থক : ମଲ୍ଲିକା ଆମ୍ବ
অন্যান্য ভাষায় অনুবাদ :
एक प्रकार का आम।
मल्लिका नीलम तथा दशहरी के निषेचन से प्राप्त एक संकर जाति का आम है।Large oval tropical fruit having smooth skin, juicy aromatic pulp, and a large hairy seed.
mangoঅর্থ : ଯାହାକୁ ସ୍ତ୍ରୀ ରୂପରେ ସଜାଇ ଦିଆ ଯାଇଛି ତଥା ଯାହାକୁ ତା ନିଜ ବର୍ଗର ସବୁଠାରୁ ଭଲ ଏବଂ ସବୁଠାରୁ ମହତ୍ବପୂର୍ଣ୍ଣ ବୋଲି ବିଚାର କରାଯାଏ
							উদাহরণ : 
							ଦାର୍ଜିଲିଙ୍ଗ ଏବଂ ଜଳପାଇଗୁଡି ମଝିରେ ଚାଲୁଥିବା ଟୟଟ୍ରେନ୍କୁ ପାହାଡର ରାଣୀ କହନ୍ତି
							
সমার্থক : ରାଣୀ
অন্যান্য ভাষায় অনুবাদ :
Something personified as a woman who is considered the best or most important of her kind.
Paris is the queen of cities.অর্থ : ରାଜଙ୍କ ପତ୍ନୀ
							উদাহরণ : 
							ରାଜା ଦଶରଥଙ୍କର ତିନି ରାଣୀ ଥିଲେ  ଶାହଜହାଁ ନିଜ ରାଣୀ ମମତାଜମହଲଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ
							
সমার্থক : ନୃପ ବଲ୍ଲଭା, ବେଗମ୍, ମହିଷୀ, ରାଜପତ୍ନୀ, ରାଜ୍ଞୀ, ରାଣୀ
অন্যান্য ভাষায় অনুবাদ :
राजा की पत्नी।
राजा दशरथ की तीन रानियाँ थीं।অর্থ : ମଲ୍ଲିକା ଆମ୍ବର ଗଛ
							উদাহরণ : 
							ସନ୍ ଉଣେଇଶ ଶହ ବାସ୍ତରୀମସିହାରେ  ପ୍ରଥମେ ମଲ୍ଲିକା ଆମ୍ବ ଗଛକୁ ସୃଷ୍ଟି କରା ଯାଇଥିଲା
							
সমার্থক : ମଲ୍ଲିକା ଆମ୍ବ ଗଛ, ମଲ୍ଲିକା ଗଛ
অন্যান্য ভাষায় অনুবাদ :
Large evergreen tropical tree cultivated for its large oval fruit.
mangifera indica, mango, mango tree