অর্থ : ଗୋଟିଏ ମାତା ପିତାଙ୍କଠାରୁ ଉତ୍ପନ୍ନ କିମ୍ବା କୌଣସି ବଂଶର କୌଣସି ପିଢିର ବ୍ୟକ୍ତିପାଇଁ ମାତୃ ବା ପିତୃ କୁଳର ସେହି ପିଢିର ଅନ୍ୟ ବ୍ୟକ୍ତି ବା ଯାହାକୁ ଧର୍ମ,ସମାଜ, ଆଇନଆଦିର ଆଧାରରେ ଭାଇର ସ୍ୱୀକୃତି ମିଳିଥାଏ
							উদাহরণ : 
							ଶ୍ୟାମ ମୋ କକା ପୁଅ ଭାଇ
							
সমার্থক : ଭ୍ରାତ, ଭ୍ରାତା, ସହୋଦର
অন্যান্য ভাষায় অনুবাদ :
A male with the same parents as someone else.
My brother still lives with our parents.অর্থ : ଗୋଟିଏ ପିତାମାତାଙ୍କ ପାଖରୁ ଜାତ ପୁରୁଷ
							উদাহরণ : 
							ଶ୍ୟାମ ମୋର ନିଜ ଭାଇ
							
সমার্থক : ଜନ୍ମିତ ଭାଇ, ନିଜ ଭାଇ, ଭ୍ରାତା, ସହୋଦର, ସୋଦର
অন্যান্য ভাষায় অনুবাদ :
A male with the same parents as someone else.
My brother still lives with our parents.অর্থ : ଯେଉଁ ଭାଇ ପ୍ରଥମେ ଜନ୍ମ ନେଇଛି
							উদাহরণ : 
							ଶ୍ୟାମର ବଡ଼ଭାଇ ଜଣେ ଅଧ୍ୟାପକ
							
সমার্থক : ଅଗ୍ରଜ, ଜ୍ୟେଷ୍ଠ ଭ୍ରାତା, ଦାଦା, ନନା, ବଡ ଭାଇ, ଭାଇନା
অন্যান্য ভাষায় অনুবাদ :
An older brother.
big brother