অর্থ : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
							উদাহরণ : 
							ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
							
সমার্থক : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ଖାଣ୍ଟି, ବିଶୁଦ୍ଧ, ଶୁଦ୍ଧ
অন্যান্য ভাষায় অনুবাদ :
Free of extraneous elements of any kind.
Pure air and water.অর্থ : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
							উদাহরণ : 
							ଆଜିର ପାଗ ବହୁତ ବଢ଼ିଆ
							
অন্যান্য ভাষায় অনুবাদ :
Having great beauty and splendor.
A glorious spring morning.অর্থ : ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
							উদাহরণ : 
							ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
							
সমার্থক : ଭଲ
অন্যান্য ভাষায় অনুবাদ :
অর্থ : ବହୁତ ବଢ଼ିଆ
							উদাহরণ : 
							ଆପଣ ମୋତେ ବହୁତ ଭଲ ସମ୍ବାଦ ଦେଲେ
							
সমার্থক : ଅତିଉତ୍ତମ, ବହୁତ ଭଲ, ଭଲ
অন্যান্য ভাষায় অনুবাদ :
Very good. Of the highest quality.
Made an excellent speech.অর্থ : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
							উদাহরণ : 
							ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
							
অন্যান্য ভাষায় অনুবাদ :
Having desirable or positive qualities especially those suitable for a thing specified.
Good news from the hospital.অর্থ : ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
							উদাহরণ : 
							ଆଜି ସଚିନ୍ ଭଲ ଖେଳିଲା
							
সমার্থক : ଭଲ
অন্যান্য ভাষায় অনুবাদ :
अच्छी तरह से या ऐसा जो प्रशंसा के योग्य हो।
आज सचिन ने अच्छा खेला।