অর্থ : ବାଘ, ଚିତାବାଘଆଦି ଜାତିର କିନ୍ତୁ ସେମାନଙ୍କଠୁଁ ଛୋଟ ଏକ ପଶୁ ଯାହାକୁ ପ୍ରାୟ ଘରେ ପାଳନ କରାଯାଇଥାଏ
							উদাহরণ : 
							ବିଲେଇ ଦୌଡ଼ିଯାଇ ମୂଷାକୁ ଧରି ପକେଇଲା
							
সমার্থক : ପୁଷି, ବିରାଡ଼ି, ବିଡ଼ାଳ, ମାର୍ଜାର
অন্যান্য ভাষায় অনুবাদ :
शेर, चीते आदि की जाति का परंतु उनसे छोटा एक पशु जो प्रायः घरों में रहता है और पाला जाता है।
बिल्ली ने दौड़कर चूहे को पकड़ लिया।অর্থ : ଲୁହାରେ ତିଆରି ଅଙ୍କୁଶର ଲେନ୍ଥା ଯାହାଦ୍ୱାରା କୂଅରେ ପଡ଼ିଯାଇଥିବା ବାସନ ଆଦି ବାହାର କରାଯାଏ
							উদাহরণ : 
							ରାମୁକକା କୂଅରେ ପଡ଼ିଯାଇଥିବା ବାଲ୍ଟିକୁ କୂଅକଣ୍ଟାରେ ବାହାର କରୁଛନ୍ତି
							
সমার্থক : କୂଅକଣ୍ଟା
অন্যান্য ভাষায় অনুবাদ :