অর্থ : ମିୟାନୀ ଲଗା ନ ଯାଇ ବୋତାମ ଦ୍ୱାରା ବନ୍ଦ କରା ଯାଉଥିବା ଇଂରାଜୀ ଢଙ୍ଗର ପାଇଜାମା
							উদাহরণ : 
							ଶୀତଦିନେ ଉଲତିଆରି ପାଇଜାମା ପିନ୍ଧିବାକୁ ଭଲ ଲାଗେ
							
সমার্থক : ପ୍ୟାଣ୍ଟ
অন্যান্য ভাষায় অনুবাদ :
অর্থ : ଗୋଡ଼ରେ ପିନ୍ଧା ଯାଉଥିବା ଏକ ପୋଷାକ ଯେଉଁଥିରେ କମରରୁ ଆରମ୍ଭ କରି ଗୋଇଠି ପର୍ଯ୍ୟନ୍ତ ଘୋଡ଼ାଇ ହୁଏ
							উদাহরণ : 
							ନେତାଜୀ ପାଇଜାମା ଏବଂ କୁର୍ତ୍ତା ପିନ୍ଧିଥିଲେ
							
অন্যান্য ভাষায় অনুবাদ :