অর্থ : କାହାକୁ ନିନ୍ଦିତ କରିବାପାଇଁ ହସିବା ବା ତାହାର ଖରାପ କରିବା କ୍ରିୟା
							উদাহরণ : 
							ତାହାର ଖୁବ୍ ହଇରାଣ ହେବା କାରଣରୁ ସେ ସବୁ ଜାଗାରେ ସମସ୍ତଙ୍କର ଉପହାସର ପାତ୍ର ହୋଇଗଲା
							
সমার্থক : ଉପହାସ
অন্যান্য ভাষায় অনুবাদ :
অর্থ : ମନକୁ ଆମୋଦିତ କଲାଭଳି କଥା ବା କାମ
							উদাহরণ : 
							ମୋ ସହିତ ଥଟ୍ଟା ତାମସା କରନାହିଁ
							
সমার্থক : କୌତୁକ, ଥଟ୍ଟା, ଥଟ୍ଟା ତାମସା, ମଜା, ହସ ପରିହାସ, ହସ ମଜା, ହାସ୍ୟ
অন্যান্য ভাষায় অনুবাদ :
मन बहलाने वाली बात।
वह सबसे हँसी-मज़ाक़ करते रहता है।