অর্থ : ଯାହାଙ୍କର କୌଣସି କାର୍ଯ୍ୟ, ସ୍ଥାନ ବା ପଦରେ ନିଯୁକ୍ତି ହୋଇଛି ବା ଯାହାଙ୍କୁ କୌଣସି କାମରେ ଲଗାଯାଇଛି
							উদাহরণ : 
							ପିଲାମାନଙ୍କ ଦେଖାଶୁଣା କରିବା ନିମନ୍ତେ ନିଯୁକ୍ତ ବ୍ୟକ୍ତି ଛୁଟିରେ ଅଛି
							
অন্যান্য ভাষায় অনুবাদ :
অর্থ : ବେତନ ବା ମଜୁରିରେ କୌଣସି କାମରେ ଲାଗିଥିବା
							উদাহরণ : 
							ନିଯୁକ୍ତ କର୍ମଚାରୀମାନଙ୍କୁ କେତେ ମାସ ହେଲା ବେତନ ମିଳୁନାହିଁ
							
সমার্থক : ଅଧିନିଯୁକ୍ତ, ନିୟୋଜିତ
অন্যান্য ভাষায় অনুবাদ :
वेतन या मज़दूरी पर किसी काम में लगा हुआ।
अधियुक्त कर्मचारियों को कई महीने से वेतन नहीं मिला है।