অর্থ : ନିଜେ ଆଣିଥିବା ବା ଅଣାଯାଇଥିବା
							উদাহরণ : 
							ଏହା ହେଉଛି ମୋର ନିଜସ୍ୱ ଅନୁଭବ
							
অন্যান্য ভাষায় অনুবাদ :
অর্থ : ଯାହା କାହାରି ଅନୁବାଦ, ନକଲ ବା ଆଧାର ଉପରେ ଆଧାରିତ ନୁହେଁ, କିନ୍ତୁ ନିଜର ଉଦ୍ଭାବନରୁ ବାହାରିଛି
							উদাহরণ : 
							ଏହା ମୋର ମୌଳିକ ରଚନା
							
সমার্থক : ମୂଳ, ମୌଳିକ, ସ୍ୱକୃତ, ସ୍ୱରଚିତ
অন্যান্য ভাষায় অনুবাদ :
Not derived or copied or translated from something else.
The play is original; not an adaptation.