অর্থ : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
							উদাহরণ : 
							ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
							
সমার্থক : ଅନୁକରଣକାରୀ
অন্যান্য ভাষায় অনুবাদ :
অর্থ : ଯେ କାହାରି ହାବ-ଭାବ,ସ୍ୱର ଆଦିର ନକଲ କରେ
							উদাহরণ : 
							ସର୍କସରେ ଜଣେ ନକଲକାରୀ ନିଜ ସାଥୀମାନଙ୍କର ନକଲ କରୁଥିଲା
							
সমার্থক : ନକଲଚୀ
অন্যান্য ভাষায় অনুবাদ :
অর্থ : ଯେ କାହାରି ହାବଭାବ ଓ କଥାବାର୍ତ୍ତାକୁ ନକଲ କରେ
							উদাহরণ : 
							ମାଙ୍କଡ଼ ବହୁତ ନକଲକାରୀ
							
সমার্থক : ଅନୁକରଣକାରୀ
অন্যান্য ভাষায় অনুবাদ :