অর্থ : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
							উদাহরণ : 
							ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
							
সমার্থক : କଟୂବାଣୀ, ଗାଳି, ଭର୍ତ୍ସନା, ଶୋଧା
অন্যান্য ভাষায় অনুবাদ :
A severe scolding.
bawling out, castigation, chewing out, dressing down, earful, going-over, upbraidingঅর্থ : ମନରେ ଡରଥାଇ ଉପରକୁ ପ୍ରକାଶ କରାଯାଉଥିବା ମିଛ କ୍ରୋଧ ବା ଏହି ପ୍ରକାର ଦିଆଯାଉଥିବା ଧମକି
							উদাহরণ : 
							ମୁଁ ତୁମର ଧମକରେ ଡରୁ ନାହିଁ
							
অন্যান্য ভাষায় অনুবাদ :
मन में डरते हुए ऊपर से प्रकट किया जानेवाला बनावटी क्रोध या इसी प्रकार दी जानेवाली धमकी।
हम तुम्हारी गीदड़ भभकी से डरनेवाले नहीं।অর্থ : ଗାଳିକରିବା କ୍ରିୟା
							উদাহরণ : 
							ଏତେ ଗାଳି ପରେ ମଧ୍ୟ ରାମ ନିଜ ମନକୁ କରୁଛି
							
সমার্থক : ଗାଳି
অন্যান্য ভাষায় অনুবাদ :
অর্থ : ଜୋରରେ ପାଦ ରଖିବାର ଆବାଜ ବା ପଦଧ୍ୱନି
							উদাহরণ : 
							ଘରମାଲିକର ଦୁମଦୁମ ପାଦଶବ୍ଦ ଶୁଣିକରି ଚୋର ପଳାଇଗଲେ
							
সমার্থক : ଦୁମଦୁମ ପାଦଶବ୍ଦ
অন্যান্য ভাষায় অনুবাদ :