অর্থ : ଆଖି ସାମନାରେ ଦେଖାଯାଉଥିବା ପଦାର୍ଥ, ଘଟଣା ବା ସ୍ଥଳ
							উদাহরণ : 
							ସୂର୍ଯ୍ୟାସ୍ତର ଦୃଶ୍ୟ ବହୁତ ସୁନ୍ଦର  ବର୍ଷା କାରଣରୁ ବାହାରର ଦୃଶ୍ୟ ସ୍ପଷ୍ଟ ନ ଥିଲା
							
অন্যান্য ভাষায় অনুবাদ :
অর্থ : ନାଟକଆଦିର କୌଣସି ଅଙ୍କର ଏକ ଭାଗ ଯାହା ଥରକେ ଦୃଶ୍ୟମାନ ହୁଏ ଏବଂ ଯେଉଁଥିରେ କୌଣସି ଗୋଟିଏ ଘଟଣାର ଅଭିନୟ ହୁଏ
							উদাহরণ : 
							ନାଟକର ଅନ୍ତିମ ଦୃଶ୍ୟରେ ହତ୍ୟାକାରୀର ପତ୍ତା ମିଳିଲା
							
সমার্থক : ସିନ୍
অন্যান্য ভাষায় অনুবাদ :
অর্থ : ଯେଉଁ ଜ୍ଞାନ ଆଖିଦ୍ୱାରା ପ୍ରାପ୍ତ ହୁଏ ବା ଯାହା ଆଖିକୁ ଦିଶେ
							উদাহরণ : 
							ଆକାଶରେ ଦୃଶ୍ୟମାନ ତାରାଙ୍କ ସଂଖ୍ୟା ଅଗଣିତ
							
সমার্থক : ଚାକ୍ଷୁଷ, ଦୃଶ୍ୟମାନ, ଦୃଷ୍ଟିଗୋଚର, ଦେଖାଯାଉଥିବା
অন্যান্য ভাষায় অনুবাদ :
অর্থ : ଦର୍ଶନ କରିବା ବା ଦେଖିବା ଯୋଗ୍ୟ
							উদাহরণ : 
							ସେ ଦର୍ଶନୀୟ ଜାଗାଗୁଡ଼ିକୁ ଭ୍ରମଣ କରିବାକୁ ଯାଇଛି
							
সমার্থক : ଅବଲୋକନୀୟ, ଦର୍ଶନୀୟ, ଦେଖିବା ଭଳି, ଦେଖିବା ଯୋଗ୍ୟ
অন্যান্য ভাষায় অনুবাদ :
दर्शन करने या देखने योग्य।
वह दर्शनीय स्थलों की सैर करने गया है।Capable of being seen or noticed.
A discernible change in attitude.