অর্থ : ଧାତୁ, ମାଟି ଇତ୍ୟାଦିର ଏକ ପାତ୍ର ଯେଉଁଥିରେ ତେଲଢାଳି ଓ ସଳିତା ପକାଇ ଆଲୋକିତ କରିବାପାଇଁ ବତୀ ଜଳାଯାଏ
							উদাহরণ : 
							ସଂଧ୍ୟା ହେବାମାତ୍ରେ ହିଁ ଗାଁରେ ଦୀପ ଜଳେ
							
অন্যান্য ভাষায় অনুবাদ :
অর্থ : ଛଅ ରାଗରୁ ଦ୍ୱିତୀୟ ରାଗ
							উদাহরণ : 
							ଏକ କିମ୍ବଦନ୍ତୀ ଅନୁସାରେ ଦୀପକ ରାଗ ଗାନକଲେ ଲିଭି ଯାଇଥିବା ଦୀପ ବି ଜଳି ଉଠେ
							
সমার্থক : ଦୀପକ ରାଗ
অন্যান্য ভাষায় অনুবাদ :
অর্থ : ଅର୍ଥାଳଙ୍କାରର ଏକ ପ୍ରକାର
							উদাহরণ : 
							ଦୀପକ ଅଳଙ୍କାରରେ ଅନେକ କ୍ରିୟାର ଗୋଟିଏ କାରକ ବୋଲି କୁହାଯାଏ
							
সমার্থক : ଦୀପକ ଅଳଙ୍କାର
অন্যান্য ভাষায় অনুবাদ :