অর্থ : ସ୍ନେହରେ ବା ଆରାମଦେବାପାଇଁ କାହାରି ଶରୀରରେ ଧୀରେଧୀରେ ପାପୁଲିରେ ଆଘାତ କରିବା
							উদাহরণ : 
							ମା ପିଲାଟିକୁ ସ୍ନେହରେ ଥାପୁଡ଼ୁଛି
							
সমার্থক : କୋମଳସ୍ପର୍ଶ ଦେବା
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁ ବା ଶରୀରର ଅଙ୍ଗ ଉପରେ ଧୀରେ ଧୀରେ ହାତ ବୁଲେଇବା
							উদাহরণ : 
							ମାଆ ସ୍ନେହଁରେ ପିଲାର ପିଠି ଆଉଁଷୁଛନ୍ତି
							
সমার্থক : ଆଉଁଷିବା, କୋମଳ ଲଘୁସ୍ପର୍ଶ ଦେବା, ସାଉଁଳିବା
অন্যান্য ভাষায় অনুবাদ :