অর্থ : ତିବ୍ବତ ନିବାସୀ
							উদাহরণ : 
							ତିବ୍ବତୀମାନେ ବହୁତ ଉଦ୍ୟମୀ
							
অন্যান্য ভাষায় অনুবাদ :
A native or inhabitant of Tibet.
tibetanঅর্থ : ଯେଉଁ ଲିପିରେ ତିବ୍ବତୀ ଏବଂ ଭୂଟାନୀ ଭାଷା ଲେଖାଯାଏ
							উদাহরণ : 
							ଏଠାରେ ତିବ୍ବତୀ ଲିପିରେ କିଛି ଲେଖାଯାଇଛି
							
সমার্থক : ତିବ୍ବତୀ ଲିପି
অন্যান্য ভাষায় অনুবাদ :
वह लिपि जिसमें तिब्बती और भूटानी भाषा लिखी जाती है।
यहाँ तिब्बती लिपि में कुछ लिखा हुआ है।অর্থ : ତିବ୍ବତରେ ରହୁଥିବା ବ୍ୟକ୍ତି
							উদাহরণ : 
							ତିବ୍ବତୀ ଲାମାଙ୍କ ସ୍ୱାଗତକରି ସମସ୍ତେ ଠିଆ ହୋଇଗଲେ
							
অর্থ : ତିବ୍ବତର ବା ତିବ୍ବତ ସଂବନ୍ଧୀ
							উদাহরণ : 
							ମୂଳ ତିବ୍ବତୀମାନଙ୍କ ମଧ୍ୟରୁ ଷାଠିଏ ହଜାର ଶରଣାର୍ଥୀ ଏଠାକୁ ଆସିଛନ୍ତି
							
অন্যান্য ভাষায় অনুবাদ :
Of or relating to or characteristic of Tibet or its people or their language.
Tibetan monks.অর্থ : ତିବ୍ବତୀ ଭାଷାର ବା ତିବ୍ବତୀ ଭାଷା ସହିତ ସଂବନ୍ଧିତ
							উদাহরণ : 
							ତାକୁ ତିବ୍ବତୀ କାହାଣୀଗୁଡ଼ିକ ପଢିବାକୁ ବହୁତ ଆନନ୍ଦ ଲାଗେ