অর্থ : ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ
							উদাহরণ : 
							ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି
							
অন্যান্য ভাষায় অনুবাদ :
অর্থ : ଚମଡ଼ା ଛାଉଣି ହୋଇଥିବା ଏକ ପ୍ରକାର ବାଦ୍ୟ ଯାହାକୁ କାନ୍ଧରେ ଝୁଲାଇ ଦୁଇଟି ପତଳା ପାତିଆ ବା କାଠି ସାହାଯ୍ୟରେ ବଜାଯାଏ
							উদাহরণ : 
							ଢୋଲ ବଜାଇ ତାଜିଆ ଶୋଭାଯାତ୍ରା ଆରମ୍ଭ ହୁଏ
							
অন্যান্য ভাষায় অনুবাদ :
অর্থ : ଏକପ୍ରକାରର ଲମ୍ବାଳିଆ ବାଜା ଯାହାର ଦୁଇ ମୁଣ୍ଡରେ ଚମଡ଼ା ମଡ଼ା ଯାଇଥାଏ
							উদাহরণ : 
							ସେ ଢୋଲ ବଜାଉଥିଲା
							
অন্যান্য ভাষায় অনুবাদ :
A musical percussion instrument. Usually consists of a hollow cylinder with a membrane stretched across each end.
drum, membranophone, tympan