অর্থ : କୌଣସି ଯାନରେ ଯେଉଁ ପାତ୍ରରେ ଇନ୍ଧନ ଆଦି ଭର୍ତ୍ତି ହୁଏ
							উদাহরণ : 
							ଏହି କାରର ଟାଙ୍କିରେ ଗୋଟିଏ କଣା ହୋଇଯାଇଛି
							
সমার্থক : ଟେଙ୍କ
অন্যান্য ভাষায় অনুবাদ :
অর্থ : ତରଳ ପଦାର୍ଥ ବା ଗ୍ୟାସ୍ ରଖିବାପାଇଁ ଏକ ଢାଙ୍କୁଣିବାଲା କୁଣ୍ଡ
							উদাহরণ : 
							ଟାଙ୍କିରେ ପାଣି ଭର୍ତ୍ତିକରି ରଖ କାରଣ କାଲି ପାଣି ଆସିବନାହିଁ
							
সমার্থক : କୁଣ୍ଡ
অন্যান্য ভাষায় অনুবাদ :