অর্থ : ଯେଉଁ ସ୍ଥାନରେ ଜଳୀୟ ବୃକ୍ଷ ତଥା ଜୀବମାନଙ୍କୁ ପାଳନ ପୋଷଣ କରାଯାଏ
							উদাহরণ : 
							ଜଳଶାଳାରେ ବିଭିନ୍ନ ପ୍ରକାରର ପ୍ରବାଳ, ଶୈବାଳ, ଓ ମାଛ ଆଦି ଜଳୀୟ ଜୀବ ଦେଖିବାକୁ ମିଳେ
							
সমার্থক : ଜଳଜୀବଶାଳା
অন্যান্য ভাষায় অনুবাদ :
A tank or pool or bowl filled with water for keeping live fish and underwater animals.
aquarium, fish tank, marine museum