অর্থ : କାଠ ବା ଧାତୁଆଦିର ଖଣ୍ଡ ଯାହା ଉପରେ କୌଣସି ରୂପ ବା ଚିତ୍ର ଖୋଳାହୋଇଛି ଏବଂ ଏହାକୁ କୌଣସି ଅନ୍ୟ ବସ୍ତୁଉପରେ ରଖି ଚାପିଦେଲେ ସେଥିରେ ଖୋଳା ଆକୃତି ଚପିଯାଏ ବା ତିଆରି ହୋଇଯାଏ
							উদাহরণ : 
							ଶ୍ରମିକ ଲୁଗାଉପରେ ଛାଞ୍ଚ ସାହାଯ୍ୟରେ ପ୍ରକାର ପ୍ରକାରର ଛାପ ତିଆରି କରୁଛି
							
অন্যান্য ভাষায় অনুবাদ :
A block or die used to imprint a mark or design.
stampঅর্থ : କାଠ, ମହମ, ମାଟି, ଧାତୁ ଆଦିରେ ତିଆରି ଯେଉଁ ଢାଞ୍ଚାରେ କିଛି ଢଳାଯାଇ ଜିନିଷ ତିଆରି କରାଯାଏ
							উদাহরণ : 
							ଛାଞ୍ଚଦ୍ୱାରା ମାଟିରୁ ଇଟା ତିଆରି କରାଯାଏ
							
সমার্থক : ଫାରମା
অন্যান্য ভাষায় অনুবাদ :