অর্থ : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
							উদাহরণ : 
							ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
							
সমার্থক : କଟୂବାଣୀ, ଧମକ, ଭର୍ତ୍ସନା, ଶୋଧା
অন্যান্য ভাষায় অনুবাদ :
A severe scolding.
bawling out, castigation, chewing out, dressing down, earful, going-over, upbraidingঅর্থ : ନିନ୍ଦା ବା କଳଙ୍କର କଥା
							উদাহরণ : 
							ସେ ନିଜକୁ ହିଁ ଗାଳି ଦେଉଛି  ଗାଳି ଦୁର୍ବଳ ମାନସିକତାର ପ୍ରତୀକ
							
সমার্থক : ଅପବଚନ
অন্যান্য ভাষায় অনুবাদ :
অর্থ : ଗାଳିକରିବା କ୍ରିୟା
							উদাহরণ : 
							ଏତେ ଗାଳି ପରେ ମଧ୍ୟ ରାମ ନିଜ ମନକୁ କରୁଛି
							
সমার্থক : ଧମକ
অন্যান্য ভাষায় অনুবাদ :
অর্থ : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ
							উদাহরণ : 
							ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା
							
সমার্থক : କଟୂବାକ୍ୟ, ତିରସ୍କାର, ଭର୍ତ୍ସନା
অন্যান্য ভাষায় অনুবাদ :
An act or expression of criticism and censure.
He had to take the rebuke with a smile on his face.