অর্থ : ଦୁଇ ହାତକୁ ମିଶାଇ ତେଢ଼ା କଲେ ହେଉଥିବା ଖାଲ ଯେଉଁଥିରେ କିଛି ନିଆଯାଇପାରିବ ବା ଦିଆଯାଇପାରିବ
							উদাহরণ : 
							ସେ ଆଞ୍ଜୁଳାରେ ଫୁଲନେଇ ଭଗବାନଙ୍କ ଉପରେ ଚଢ଼ାଇଲା
							
অন্যান্য ভাষায় অনুবাদ :
অর্থ : ଗୋଟିଏ ଆଞ୍ଜୁଳାରେ ଅଣା ଯାଉଥିବା ମାତ୍ରା
							উদাহরণ : 
							ସେ ଭିକାରୀ ଥଳିରେ ଏକ ଆଞ୍ଜୁଳା ଚାଉଳ ଦେଇଦେଲେ
							
অন্যান্য ভাষায় অনুবাদ :