অর্থ : ଯେଉଁ ସ୍ଥାନରେ ପହଲିମାନ କୁସ୍ତି କରନ୍ତି
							উদাহরণ : 
							ଦୁଇ ପହଲିମାନ ଆଖଡ଼ାରେ ଲଢ଼େଇ କରୁଛନ୍ତି
							
সমার্থক : ଜାଗାଘର, ବ୍ୟାୟାମଶାଳା, ମଲ୍ଲଶାଳା
অন্যান্য ভাষায় অনুবাদ :
অর্থ : ଯେଉଁ ସ୍ଥାନରେ ଲୋକମାନେ ଏକାଠି ହୋଇ ନିଜ ନିଜର କୌଶଳ ଦେଖାନ୍ତି
							উদাহরণ : 
							ନାଗପଞ୍ଚମୀଦିନ ଗ୍ରାମବାସୀମାନେ ଆଖଡ଼ାରେ ଏକତ୍ରିତ ହୋଇ ନାନାପ୍ରକାରର କରାମତି ଦେଖାଉଥିଲେ
							
অন্যান্য ভাষায় অনুবাদ :