অর্থ : ଅଳ୍ପ ଉର୍ବର ଜମି
							উদাহরণ : 
							ମୋ ଭାଗରେ ଅନୁର୍ବର ଜମି ଅଧିକ ପଡିଛି
							
সমার্থক : ଅନୁର୍ବର ଭୂମି
অন্যান্য ভাষায় অনুবাদ :
অর্থ : ଯେଉଁ ଜମିର ଉର୍ବରଶକ୍ତି କମିଯାଇଛି
							উদাহরণ : 
							କୃଷକ ଅନୁର୍ବର ଜମିରେ ଗୋବର ଖତ ପକାଉଛି
							
সমার্থক : ନୀରସା ଜମି
অন্যান্য ভাষায় অনুবাদ :
অর্থ : ଯେଉଁ ଅନୁର୍ବର ଜମି ତିନି ବର୍ଷ ହେଲା ଚାଷ ହୋଇନାହିଁ
							উদাহরণ : 
							କୃଷକ ଟାଙ୍ଗର ଜମିକୁ ଉର୍ବର କରିବାପାଇଁ ତା ଉପରେ ଗୋବର ଖତ ପକାଉଛି
							
সমার্থক : ଟାଙ୍ଗର ଜମି
অন্যান্য ভাষায় অনুবাদ :
অর্থ : ଯେଉଁ ଭୂମିରେ ଜୀବାଶ୍ମ ଅଧିକ ଏବଂ ଚାଷପାଇଁ ଯୋଗ୍ୟ ନୁହେଁ
							উদাহরণ : 
							ବହୁତ ଦିନ ପର୍ଯ୍ୟନ୍ତ ଚାଷ ନ କରିବାରୁ ଏହି ଜମି ଅନୁର୍ବର ହୋଇଯାଇଛି
							
সমার্থক : ଉସର ଜମି, ନିକୃଷ୍ଟ ଜମି, ନିଷ୍ଫଳା ଜମି, ପତିତ ଜମି
অন্যান্য ভাষায় অনুবাদ :