অর্থ : କୌଣସି କଥାର ଚିନ୍ତା, ଅପେକ୍ଷା, ବା ଅଭିଯୋଗ ନ ରହିବା ବା କୌଣସି କଥାରେ ସଂପୂର୍ଣ୍ଣ ପ୍ରସନ୍ନ ହେବାର ଭାବ
							উদাহরণ : 
							ମୋ କାମ ଆପଣଂକୁ ସନ୍ତୋଷ ଦେଲା କି ନାହିଁ
							
সমার্থক : ସନ୍ତୋଷ
অন্যান্য ভাষায় অনুবাদ :
Happiness with one's situation in life.
contentmentঅর্থ : ସନ୍ତୁଷ୍ଟ କରିବାର ପ୍ରକ୍ରିୟା
							উদাহরণ : 
							ସେମାନେ ପିତୃପୁରୁଷଙ୍କ ଆତ୍ମାଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରାଇଲେ
							
সমার্থক : ଆତ୍ମାଶାନ୍ତି, ତୁଷ୍ଟିକରଣ
অন্যান্য ভাষায় অনুবাদ :
অর্থ : ମନର ଏହି ଅବସ୍ଥା ଯାହା କାରଣରୁ ଆମେ ସଦାବେଳେ ପ୍ରସନ୍ନ ରହୁ ଏବଂ କୌଣସି କମନା ମନରେ ରହେ ନାହିଁ
							উদাহরণ : 
							ସନ୍ତୋଷ ମଣିଷକୁ ସୁଖ ଓ ଶାନ୍ତି ପ୍ରଦାନ କରେ
							
সমার্থক : ସନ୍ତୋଷ
অন্যান্য ভাষায় অনুবাদ :