অর্থ : ଡାକଦ୍ବାରା ଏକ ପ୍ରକାର ପତ୍ରପ୍ରେରଣ ଯେଉଁଥିରେ କିଛି ଅଧିକ ପଇସା ଦେଇକରି ପ୍ରେରିତ ହେଉଥିବା ପତ୍ରର ଓଜନ, ଠିକଣା ଆଦି ଡାକଘରସ୍ଥ ରେଜିଷ୍ଟାର୍ରେ ଲିପିବଦ୍ଧ ହୋଇଥାଏ
							উদাহরণ : 
							ମୁଁ ନିଜର ଫର୍ମପୂରଣ କରି ରେଜେଷ୍ଟ୍ରୀ ଡାକରେ ପଠାଇଦେଲି
							
সমার্থক : ରେଜେଷ୍ଟ୍ରୀ
অন্যান্য ভাষায় অনুবাদ :
Mail that is registered by the post office when sent in order to assure safe delivery.
registered mail, registered post