অর্থ : ଋଷିମାନଙ୍କଦ୍ୱାରା ଦିଆ ଯାଇଥିବା ଉପଦେଶ
							উদাহরণ : 
							ଶଙ୍କରାଚାର୍ଯ୍ୟଙ୍କ ଅଦୈତ୍ୟ ସିଦ୍ଧାନ୍ତକୁ ସମସ୍ତେ ଗ୍ରହଣ କରନ୍ତି ନାହିଁ
							
সমার্থক : ସିଦ୍ଧାନ୍ତ
অন্যান্য ভাষায় অনুবাদ :
অর্থ : କୌଣସି ବିଷୟ ଉପରେ ଆଧାରିତ ନିଜସ୍ୱ ବିଚାର ବା ସମ୍ମତି
							উদাহরণ : 
							ସମସ୍ତଙ୍କ ମତରେ ଏହି କାମ ଠିକ୍ ହେଉଛି
							
অন্যান্য ভাষায় অনুবাদ :
A personal belief or judgment that is not founded on proof or certainty.
My opinion differs from yours.অর্থ : କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା
							উদাহরণ : 
							ଏହି ବିଷୟ ଉପରେ ଆପଣ ବି ଆପଣଙ୍କ ଅଭିମତ ଦିଅନ୍ତୁ
							
সমার্থক : ଅଭିମତ, ପରାମର୍ଶ, ମତାମତ, ମନ୍ତବ୍ୟ, ସମ୍ମତି ଅସମ୍ମତି
অন্যান্য ভাষায় অনুবাদ :
A proposal offered for acceptance or rejection.
It was a suggestion we couldn't refuse.অর্থ : ନିର୍ବାଚନ ଆଦି ସମୟରେ କୌଣସି ବ୍ୟକ୍ତି ସପକ୍ଷରେ ଦିଆଯାଉଥିବା ସମ୍ମତି
							উদাহরণ : 
							ଏଥର ନିର୍ବାଚନରେ ତାଙ୍କୁ ଗୋଟିଏ ବି ଭୋଟ ମିଳିବ ନାହିଁ
							
সমার্থক : ଭୋଟ
অন্যান্য ভাষায় অনুবাদ :
অর্থ : କୁହାହୋଇଥିବା କଥା
							উদাহরণ : 
							ନିଜ ଗୁରୁଙ୍କ ବିଷୟରେ ତାଙ୍କର ମତ ଶୁଣି ଆମେ ସବୁ ବ୍ୟସ୍ତ ହୋଇଗଲୁ  ଆମର କଥା ମାନ
							
অন্যান্য ভাষায় অনুবাদ :