অর্থ : ଯେଉଁ ସ୍ଥାନ ବା କ୍ଷେତ୍ରର ଚାରିଆଡ଼େ ବରଫ ଆଚ୍ଛାଦିତ ହୋଇଥାଏ
							উদাহরণ : 
							ପାର୍ବତୀୟ ଅଞ୍ଚଳରେ ବୁଲୁ ବୁଲୁ ଆମେ ବିରାଟକାୟ ବରଫାବୃତ୍ତ ସ୍ଥାନରେ ପହଞ୍ଚିଲୁ
							
সমার্থক : ବରଫପୂର୍ଣ୍ଣ ଅଞ୍ଚଳ, ବରଫାଚ୍ଛାଦିତ ସ୍ଥାନ
অন্যান্য ভাষায় অনুবাদ :
वह स्थान या क्षेत्र जहाँ सब ओर बरफ ही बरफ हो।
पर्वतीय क्षेत्र में घूमते-घूमते हम एक बहुत बड़े बरफिस्तान में पहुँचे।