অর্থ : ୟୁରୋପ,ଆମେରିକା ଆଦିର ଦେଶ
							উদাহরণ : 
							ଆଜିକାଲି ଅଧିକାଂଶ ଭାରତୀୟ ପଶ୍ଚିମର ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି
							
অন্যান্য ভাষায় অনুবাদ :
অর্থ : ସୂର୍ଯ୍ୟ ଅସ୍ତ ହେବାର ଦିଗ ବା ପୂର୍ବଦିଗର ସାମନା ଦିଗ
							উদাহরণ : 
							ମୋ ଘର ଏହିଠାରୁ ପଶ୍ଚିମରେ
							
সমার্থক : ପଶ୍ଚିମ ଦିଗ, ପଶ୍ଚିମ ଦିଶା
অন্যান্য ভাষায় অনুবাদ :
অর্থ : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଦୁଇଶହ ସତୁରୀ ଡିଗ୍ରୀ ଉପରେ ହୋଇଥାଏ
							উদাহরণ : 
							ପଶ୍ଚିମ ସର୍ବଦା ପଶ୍ଚିମ ଦିଗଆଡ଼କୁ ହିଁ ହୋଇଥାଏ
							
অন্যান্য ভাষায় অনুবাদ :