অর্থ : ମିଶିଥିବା ବା ଗୋଳି ହୋଇଥିବା
							উদাহরণ : 
							ପଣାରେ  ମିଳେଇଯାଇଥିବା ଚିନି ଦିଶୁନାହିଁ
							
সমার্থক : ମିଳେଇଯାଇଥିବା
অন্যান্য ভাষায় অনুবাদ :
অর্থ : ଯାହା ତରଳ ପଦାର୍ଥ ଭଳି ପତଳା ବା ତରଳିଯାଇଛି
							উদাহরণ : 
							ପର୍ବତଗୁଡ଼ିକରୁ ଦ୍ରବିତ ହିମପ୍ରବାହ ଯୋଗୁଁ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି
							
অন্যান্য ভাষায় অনুবাদ :
অর্থ : ଯାହା ଦୟାରେ ଭରିଯାଇଛି
							উদাহরণ : 
							ରମେଶର ଏ ଦଶା ଦେଖି ମୋହନର ହୃଦୟ ଦୟାର୍ଦ୍ର ହୋଇଉଠିଲା
							
অন্যান্য ভাষায় অনুবাদ :