অর্থ : ଦିନ ରାତିର ଚବିଶ ଭାଗରୁ ଭାଗେ କିମ୍ବା ଷାଠିଏ ମିନିଟର ସମୟ
							উদাহরণ : 
							ଗାଡ଼ି ଏକ ଘଣ୍ଟା ବିଳମ୍ବରେ ଚାଲୁଅଛି
							
সমার্থক : ଘଂଟା
অন্যান্য ভাষায় অনুবাদ :
A period of time equal to 1/24th of a day.
The job will take more than an hour.অর্থ : ଧାତୁ ନିର୍ମିତ ଯେଉଁ ବିଶେଷ ଗୋଲାକାର ବାଦ୍ୟ ଉପରେ ହାତୁଡ଼ିଆଦିରେ ଆଘାତକଲେ ଶବ୍ଦ ଉତ୍ପନ୍ନ ହୁଏ
							উদাহরণ : 
							ଘଣ୍ଟାର ଟଂନ ଟଂନ ଶବ୍ଦ ଶୁଣି ପିଲାମାନେ ଶ୍ରେଣୀଆଡ଼କୁ ଦୌଡ଼ିଲେ
							
সমার্থক : ଘଣ୍ଟ
অন্যান্য ভাষায় অনুবাদ :
অর্থ : ଯେତିକି ଦୂରତା ଏକ ଘଣ୍ଟାରେ ଅତିକ୍ରମ କରିହୁଏ
							উদাহরণ : 
							ମୋ ଘର ଷ୍ଟେସନଠାରୁ ଏକ ଘଣ୍ଟାର ରାସ୍ତା
							
সমার্থক : ଘଂଟା
অন্যান্য ভাষায় অনুবাদ :