অর্থ : ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ
							উদাহরণ : 
							ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି
							
অন্যান্য ভাষায় অনুবাদ :
অর্থ : ଖୋଲା କଥାବାର୍ତ୍ତା ନିମନ୍ତେ ସାଧାରଣ ସଭା ବା ସମିତି
							উদাহরণ : 
							ସଂଗୋଷ୍ଠୀ କିଛି ସାଧାରଣ କଥା ଉପରେ ଆଲୋଚନା କରୁଛନ୍ତି
							
অন্যান্য ভাষায় অনুবাদ :
A public meeting or assembly for open discussion.
forumঅর্থ : ଗତିଶୀଳ ଭିଡ଼ ବା ଚାଲୁଥିବା ଅବସ୍ଥାର ଭିଡ଼ ଯାହା କେଉଁଠାରୁ ଆସୁଥାଏ ବା ଯାଉଥାଏ
							উদাহরণ : 
							ଲୋକମାନଙ୍କ ଦଳର ଆଗେଆଗେ ଜଣେ ଯୁବକ ଚାଲୁଥିଲା
							
অন্যান্য ভাষায় অনুবাদ :
অর্থ : କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର
							উদাহরণ : 
							ଆପଣ କେଉଁ ଦଳର ?
							
অন্যান্য ভাষায় অনুবাদ :
অর্থ : କୌଣସି ବିଷୟରେ ହେଉଥିବା କଥା ବାର୍ତ୍ତା
							উদাহরণ : 
							ସେଠାରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଛି
							
সমার্থক : ଆଲୋଚନା, ଚର୍ଚ୍ଚା, ପରିଚର୍ଚ୍ଚା, ମିଟିଙ୍ଗ, ସଂଗୋଷ୍ଠୀ
অন্যান্য ভাষায় অনুবাদ :
किसी विषय पर की जाने वाली बात-चीत।
वहाँ दहेज प्रथा के ऊपर चर्चा की जा रही है।An exchange of views on some topic.
We had a good discussion.