অর্থ : ରହିବାପାଇଁ ପ୍ରଦତ୍ତ କରାଯାଇଥିବା ବା ଭଡ଼ା ଆଦିଦ୍ୱାରା ନିଶ୍ଚିତ ସମୟସୀମାପାଇଁ ନିଆଯାଇଥିବା ଅସ୍ଥାୟୀ ଘର
							উদাহরণ : 
							ରମେଶ ସରକାରୀ କ୍ୱାର୍ଟରରେ ରହେ
							
অন্যান্য ভাষায় অনুবাদ :
Housing available for people to live in.
He found quarters for his family.অর্থ : ଏକ ପାଆକିଆ ବୋତଲରେ ଯେତେ ମଦ ରହେ
							উদাহরণ : 
							ଗୋଟେ କ୍ୱାର୍ଟର ମଦ ପିଇବାପରେ ହିଁ ସେ ଏଣୁତେଣୁ ଗପିବାକୁ ଲାଗିଲା
							
সমার্থক : କ୍ୱାର୍ଟର ମଦ
অন্যান্য ভাষায় অনুবাদ :