অর্থ : କାହାର ଅଧୀନ ହେବାର ଅବସ୍ଥା ବା ଭାବ
							উদাহরণ : 
							ସେ ଏତେ କ୍ରୋଧୀ ଯେ ତାହା ଅଧୀନରେ କାମ କରିବା ମୁସ୍କିଲ
							
অন্যান্য ভাষায় অনুবাদ :
The state of being subordinate to something.
subordinationঅর্থ : ନିୟମିତ ରୂପେ କୌଣସି କଥାର ଅନୁସରଣ
							উদাহরণ : 
							ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
							
সমার্থক : ଆୟତ୍ତ
অন্যান্য ভাষায় অনুবাদ :
অর্থ : ଯେ ଅଧୀନରେ ରହେ
							উদাহরণ : 
							ସେହି ବ୍ୟକ୍ତି ସୁଖୀ ଯାହାର ମନ ନିଜର ବଶ୍ୟ
							
অন্যান্য ভাষায় অনুবাদ :
Restrained or managed or kept within certain bounds.
Controlled emotions.অর্থ : ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ
							উদাহরণ : 
							ନିଜ ଅଧୀନ  କର୍ମଚାରୀମାନଙ୍କ ସହିତ ମୀରାର ବ୍ୟବହାର ଭଲ ନାହିଁ
							
অন্যান্য ভাষায় অনুবাদ :
অর্থ : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
							উদাহরণ : 
							ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
							
সমার্থক : ଅନୁଗତ, ଆୟତ୍ତ, ଶାସନାନ୍ତର୍ଗତ
অন্যান্য ভাষায় অনুবাদ :
অর্থ : ଯେ କାହାରି ବଶରେ ଅଛି
							উদাহরণ : 
							ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା
							
অন্যান্য ভাষায় অনুবাদ :