অর্থ : ଅଗ୍ନିର ଅଧିପତିରୂପେ ଗ୍ରହଣ କରାଯାଉଥିବା ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଜଣେ ଦେବତା
							উদাহরণ : 
							ସ୍ୱାହା ଅଗ୍ନିଦେବତାଙ୍କ ପତ୍ନୀ
							
সমার্থক : ଅଗ୍ନିଦେବ, ଅଗ୍ନିଦେବତା
অন্যান্য ভাষায় অনুবাদ :
অর্থ : ଜଳୁଥିବା କାଠ, କୋଇଲା ବା ସେହିପ୍ରକାରର ଅନ୍ୟ କୌଣସି ବସ୍ତୁ ବା ସେହି ବସ୍ତୁ ଜଳିଲା ପରେ ମିଳୁଥିବା ଅଙ୍ଗାର ବା ଜ୍ୱଳନ ଶିଖା ରୂପରେ ଦେଖାଯାଉଥିବା ପ୍ରକାଶ ଯୁକ୍ତ ତାପ
							উদাহরণ : 
							ନିଆଁରେ ତା’ର କୁଡ଼ିଆଟି ଜଳି ଅଙ୍ଗାର ହୋଇଗଲା
							
অন্যান্য ভাষায় অনুবাদ :
जलती हुई लकड़ी, कोयला या इसी प्रकार की और कोई वस्तु या उस वस्तु के जलने पर अंगारे या लपट के रूप में दिखाई देने वाला प्रकाशयुक्त ताप।
आग में उसकी झोपड़ी जलकर राख हो गई।